Breaking News

ସତ୍ୟବାଦୀ ହାଇସ୍କୁଲର ୧୯୯୯ ମସିହାର ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ


 ସାକ୍ଷୀଗୋପାଳ----- ସତ୍ୟବାଦୀ ହାଇସ୍କୁଲର ୧୯୯୯ ମସିହା ମାଟ୍ରିକ ବ୍ୟାଚର ଛାତ୍ର ମାନଙ୍କର ବନ୍ଧୁ ମିଳନ ବକୁଳବନ ସ୍ଥିତ ବକୁଳବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସେ ସମୟର ଶିକ୍ଷା ଓ ସମ୍ପର୍କ ଉପରେ ଆଲେଚନା କରାଯାଇଥିଲା । ବିଶେଷ କରି ସେ ସମୟର କଥାକୁ ମନେ ପକାଇ ପୁରାତନ ଛାତ୍ର ମାନଙ୍କ ମ୍ମରେ ଆଲେଚନା କରିଥିଲେ । ସେହିପରି ରାଜ୍ୟ ସରକାର କରିଥବା ମୋ ସ୍କୁଲ ଯୋଜନାରେ ସାମିଲ ହେବାକୁ ଛାତ୍ରମାନେ ନିସ୍ପତି ନେଇଥିଲେ ।  ପ୍ରତାପ ବେହେରା, ସୁଦର୍ଶନ ଜେନା, ଶେଖ ଅବଦୁଲ  ସମିମ ,ସୁବାଷ ବେହେରା , ଟୁନା ବେହେରା, ମୁନା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧/୨୦୨୧--୭,୪୦

Blog Archive

Popular Posts