Breaking News

ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଶପଥ ଦିବସ ପାଳନ


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ବେରବୋଇ ଗ୍ରାମରେ  ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଡେଲାଙ୍ଗ ଶାଖା ପକ୍ଷରୁ  ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନରେ ଶପଥ ଦିବସ ପାଳିତ ହୋଇଯାଇଛି । ଏହି ଶପଥ ଦିବସରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ସଂଗଠନର କମ୍ରେଡ ତ୍ରିନାଥ ପ୍ରଧାନ, ଟୁକୁନା ବେହେରା, ପ୍ରଦୀପ ବେହେରା, ପ୍ରଶାନ୍ତ ବେହେର । ପ୍ରମୁଖ କର୍ମୀ ମାନେ ଯୋଗଦେଇ ସେମାନଙ୍କ ବକ୍ୱ୍ୟ ରଖିଥଲେ । ଯେଉଁ ପର୍ଯ୍ୟନ୍ତ କେନ୍ଦ୍ରରେ ଥିବା ବିଜେପି ସରକାର ଚାଷୀ ବିରୋଧ ଆଇନ ଗୁଡିକ ପ୍ରତ୍ୟାହାର ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କ୍ରମେଡ ତ୍ରିନାଥ ପରିଡା କହିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୧----୭,୫୫

Blog Archive

Popular Posts