Breaking News

କଂଗ୍ରେସ ଦଳର ପୁରୀ ଜିଲ୍ଲାର ନୂତନ ସଭାପତି


  ଡେଲାଙ୍ଗ -----  ଡେଲାଙ୍ଗ ବ୍ଳକର ଯୁବନେତା ଅଜିତ ମଙ୍ଗରାଜ ପୁରୀ ଜିଲ୍ଲାର କଂଗ୍ରେସ ଦଳର  ସଭାପତି ଭାବେ ନାମ ପ୍ରକାଶ ପାଇଛି । ଏହି ତାଲିକା ପ୍ରକାଶ ପାଇବା ପରେ ଡେଲାଙ୍ଗରେ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦଉଲ୍ଲାସ ପ୍ରକାଶ ପାଇଛି । ଏହି ଅବସରରେ ଡେଲାଙ୍ଗ ବ୍ଳକର ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଦେବେନ୍ଦ୍ର ରାଉତରାୟ, ବ୍ଳକ କଂଗ୍ରେସ ସଭାପତି ରବୀନ୍ଦ୍ର ଦାଶଙ୍କ ସହିତ ବହୁ ପୁରୁଖା କଂଗ୍ରେସ ନେତା ମାନେ ଉପସ୍ଥିତି ରହିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts