>>
  • ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ
  • >>
  • ସତ୍ୟବାଦୀ ବ୍ଳକ ପ୍ରଶାସନ ମୁଣ୍ଡ ନୁଆଁଇଲା , ମଞ୍ଜୁର ହୋଇଥିବା ଯାଗାରେ କାମ ନ ହୋଇ ଅନ୍ୟଟି କାମ ; ବନ୍ଦ ରହିଲା କାମ
  • >>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • କୋଦଳା ଏନଏସି ପକ୍ଷରୁ ସାଇକେଲ ରାଲି ମାଧ୍ୟମରେ କରୋନା ସଚେତନ



    କୋଦଳା -ମହାମାରୀ କରୋନା କୁ ସମ୍ପୂର୍ଣ ମୂଳପୋଛ କରିବା ଉଦ୍ଦେଶ୍ୟ ନେଇ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଙ୍କ ନେତ୍ରୁତ୍ଵ ରେ ସାଇକଲ ରାଲି କରାଯାଇଥିଲା । ଏନଏସି କର୍ମକର୍ତ୍ତା ସମେତ    ଅଫିସର , ସ୍ୱଚ୍ଛସାଥି , କୋଭିଡ ମନିଟର ସମେତ ବହୁ ସମାଜସେବୀ  ସାମାଜିକ ଦୂରତ୍ୱ ଓ କୋଭିଡ କଟକଣା 
    କୁ ପାଥେୟ କରି ଗୋଟିଏ ଗୋଟିଏ ସାଇକଲ ଧରି ବିଭି୍ନ୍ନ ସ୍ଲୋଗାନ ଲେଖାଥିବା ଫ୍ଲାକାର୍ଡ ଧରି ଏନଏସି କାର୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରିଥିଲେ । କରୋନା ହାରିବ କୋଦଳା ବଞ୍ଚିବ , କରୋନା ହାରିବ ଆମେ ଜିତିବା , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସର୍ବ ସାଧାରଣ ସ୍ଥାନ ରେ ଛେପ ପକାନ୍ତୁ ନାହିଁ , ସାବୂନ ରେ ଭଲଭାବେ ହାତ ଧୁଅନ୍ତୁ , ଶୀତ ଦିନ ପ୍ରତି ଜାଗ୍ରତ ରୁହନ୍ତୁ ଏପରି ବିଭି୍ନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ ।ସାଇକଲ ଚଳାଇ ଏନଏସି କାର୍ୟାଳୟ ଠାରୁ ବାହାରି ପିଡବ୍ଲ୍ଯୁଡି ମୁଖ୍ୟ ରାସ୍ତା ଦେଇ ବସଷ୍ଟାଣ୍ଡ , ଦଣ୍ଡୀଶ୍ଵର ଛକ ,  ପୁରୁଣା ବଜାର ହୋଇ ପୂଣି ଏନଏସି କାର୍ୟାଳୟ ରେ ପହଞ୍ଚି ଥିଲେ ।ଜିଲ୍ଲା ପ୍ରଶାସନ ର ସମସ୍ତ ନିୟମ କୁ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ପ୍ରୟାସ ତଥା କୋଭିଡ ଆରମ୍ଭ ରୁ ଆଜି ପର୍ଯନ୍ତ ପ୍ରତ୍ୟକ୍ଷ ଯୋଦ୍ଧା ଭାବେ ଅହରହ ଉଦ୍ୟମ କୁ ଗ୍ରାମବାସୀ ପ୍ରସଂଶା କରୁଥିବା ଦେଖିବାକୁ ମିଳିଥିଲା ।
    ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

    Blog Archive

    Popular Posts