Breaking News

ରଘୁନାଥପୁର ବିଦ୍ୟାଳୟ ସିଆରିଆ ଠାରେ ରକ୍ତଦାନ ଶିବିର

କଟକ----   କଟକ ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବିଦ୍ୟାଳୟ ସିଆରିଆ ଠାରେ ଇଣ୍ଡିଆନ ହୁମାନ ରାଇଟ ଡିଫେଣ୍ଡର ଓ  ସିିିିିଆରିଆ ଗ୍ରାମର  ବାପୁଜୀ ପାଠାଗାର ମିତା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି । ଅନୁଷ୍ଠାନ  ର  ମୁଖ୍ୟ ଗୋପାଳ ଚନ୍ଦ୍ର ସାମନ୍ତରାୟ ,ସୁଦିପ୍ତ  ସାହୁ, ବିଶ୍ଵରଞ୍ଜନ ସାହୁ ଏବଂ    ସମୀର କୁମାର, ସୂର୍ଯ୍ୟକାନ୍ତ ରଣା ଓ  ଗୀତା ରାଣୀ ବେହେରା, ମହେଶ୍ୱର ସାହୁ      ଓ  ମନୋଜ କୁମାର ସାହୁ , ଶିବ  କେତନ  ମହାନ୍ତି  ପ୍ରମୁଖ ବ୍ୟକ୍ତି ଵିଶେଷ ମାନେ ଉପସ୍ଥିତି ଥିଲେ।   ଆଖପାଖ ଅଞ୍ଚଳର ଅନେକ ସହୃଦୟ ଯୁବକ  ଯୁବତି ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ  ପ୍ରାୟ 80 ୟୁନିଟ ରକ୍ତ ସଂଗ୍ରହ କାରାଯାଇ ଥିଲା । ସମସ୍ତଙ୍କର ସହଯୋଗ କ୍ରମେ କରୋନା ମାହାମାରୀ ଯୋଗୁ ସାମଜିକ ଦୂରତା କୁ ବଜାୟ ରଖି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରାଯାଇଥିଲା। କଟକ ରୁ ଶିବା କୁମାର

Blog Archive

Popular Posts