Breaking News

ସତ୍ୟବାଦୀରେ ନୂତନ ବିଡିଓଙ୍କ ଯୋଗଦାନ


 ସାକ୍ଷୀଗୋପାଳ------  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଜଣେ ଅଣଓଡିଆ ବିଡିଓ ଭାବେ ଗୌରବ ଶିବାଜି ଇଶ୍ୱଲାୱର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଯଦିବା ସେ ଓଡିଆ କହି ପାରୁନାହାନ୍ତି ତଥାପି ତାଙ୍କର କାର୍ଯ୍ୟଶୈଳୀ ଠିକ ରହିଥିବା ବ୍ଳକ  କର୍ମଚାରୀ ମାନଙ୍କ ଠାରୁ    ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts