ଓ ଟିଭି ବିରୋଧରେ ରାସ୍ତାକୁ ଓଲ୍ହାଇଲା ଓଡିଶା ଆଦିବାସୀ ଯୁବ ସମାଜ
ଭୁବନେଶ୍ୱର----ସୋମବାର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଓଡିଶା ଆଦିବାସୀ ୟୁବ ସମାଜ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେଡି ସାଂସଦ ତଥା କେନ୍ଦୁଝର ର ଆଦିବାସୀ ଝିଅ ଚନ୍ଦ୍ରାଆଣି ମୁର୍ମୁ କର ଭିଡ଼ିଓ ଭାଇ ରାଲ ଓଟିଭି କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ଭୁବନେଶ୍ୱର ରେ ଆଦିବାସୀ ସମାଜ ପକ୍ଷରୁ ଓଟିଭି ର ମୁଖ୍ୟ ଜାଗି ପଣ୍ଡା ଓ ବୈଜୟନ୍ତ ପଣ୍ଡା ଙ୍କୁ ଗିରଫ କରିବା ଦାବି ରେ ପ୍ରତିବାଦ କରାଯଇଛି । ଯଦି ସେମାନଙ୍କୁ ଗିରଫ କରା ନଯିବ ତାହେଲେ ଆଦିବାସୀ ମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଧୀରେନ୍ଦ୍ର ସେନାପତି