ସମାଜ ସେବି ଶିବ ପ୍ରସାଦ ମହାନ୍ତିଙ୍କ ପରଲୋକ
ଜଟଣୀ -ଜଟଣୀର ସମାଜସେବୀ, ସଙ୍ଘଠକ, ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ ସହ ସହ ୟୁନିଟର ରକ୍ତ ସଂଗ୍ରହ କରି ବହୁ ଅମୁଲ୍ୟ ଜୀବନ ବଞ୍ଚାଇବାକୁ ଥିବା ଶିବବାବୁଙ୍କର ଜୀବନ ଦୀପ ଅକାଳରେ ଲିଭି ଯାଇଛି । ଜଟଣୀର ରକ୍ତ ମାନବ ଭାବେ ପରିଚିତ ଶିବ ଭାଇ ଜଟଣୀ ତଥା ଅଖ ପାଖ ଅଞ୍ଚଳରେ ଯାହାକୁ ଯେଉଁ ଗ୍ରୁପର ରକ୍ତ ଦରକାର ଗୋଟିଏ ଫୋନ କରିଦେଲା ମାତ୍ରେ ରକ୍ତ ଯୋଗାଇ ଦେଇଥାନ୍ତି ଶିବଭାଇ । ଏଭଳି ପରୋପକାରୀଙ୍କ ବ୍ଯକ୍ତି ଙ୍କର ଅକାଳ ବିୟୋଗରେ ଜଟଣୀ ତଥା ଆଖ ପାଖ ଅଞ୍ଚଳ ବାସୀ ମର୍ମାହତ । ପ୍ରଭୁ ଜଗନ୍ନାଥ ତାଙ୍କ ଆମର ଆତ୍ମାର ସଦଗତି ପ୍ରାପ୍ତ କରି ପରିବାର ବର୍ଗଙ୍କୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।
ଜଟଣୀରୁ -ରଙ୍ଗନାଥ ବେହେରା