ଶାରଦୀୟ ଦୁର୍ଗାପୂଜା ରେ ବୃକ୍ଷ ରୋପଣ
ଯାଜପୁର---- ଶାରଦୀୟ ଦୁର୍ଗାପୂଜା ମହାନବମି ଅବସରରେ ଅନ୍ୱେଷଣ ଥିଏଟର ଗ୍ରୁପ୍,ଯାଜପୁର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ଯୁକ୍ତ ବୃନ୍ଦାବନ ମିଶ୍ର ରଜନୀ ସାହୁ, ବିଜୟ ମହାରଣା, ଧନଞ୍ଜୟ ପୃଷ୍ଟି, ଈଛାମୟି ଧଳ, ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ଅଭିମନ୍ୟୁ ମିଶ୍ର ଏବଂ ଅନୁଷ୍ଠାନର ଅର୍ଧାଦିକ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।