Breaking News

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

 
ଯାଜପୁର---- ବିଶିଷ୍ଟ ସାମ୍ବାଦିକ,ମା ଟିଭି ର ପ୍ରତିଷ୍ଠାତା ତଥା ନିର୍ଦେଶକ,ସମାଜସେବୀ,କଂଗ୍ରେସ ଦଳ ର ପ୍ରାକ୍ତନ ଜିଲ୍ଲାପରିଷଦ ପ୍ରାର୍ଥି,ଜିଲ୍ଲା କଂଗ୍ରେସ ର ବରିଷ୍ଠ କର୍ମ କର୍ତ୍ତା ଓ ଯାଜପୁର ର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ଶ୍ରୀ ପ୍ରଭାତ କୁମାର ରାଉତରାୟ ଆଜି ଆମ ଗ୍ରହଣ ରେ ଆଉ ନାହାନ୍ତି।ତାଙ୍କର ଆକସ୍ମିକ ବିୟୋଗ ଗଭୀର ଦୁଃଖ ଓ ଆଘାତ ଦେଇଛି।ଏ ଦାରୁଣ ଦୁଃଖ ସମୟରେ ଭଗବାନ ତାଙ୍କ ପରିବାର କୁ ଧର୍ଯ୍ୟ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ।covid-19 ର ଲକଡାଉନ ସମୟରେ ନିର୍ଭୀକ ସାମ୍ବାଦିକତା କରି ଗଣ ମାଧ୍ୟମରେ ଜିଲ୍ଲାପ୍ରଶାସନ ର ସମସ୍ତ ସୂଚନା ପ୍ରଦାନ କରୁଥିଲେ।ଆଜି  ସେ କରୋନା ଯୁଦ୍ଧ ରେ ହାରିଯାଇଛନ୍ତି।ତାଙ୍କର ଅମର ଆତ୍ମା କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।
 ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

Blog Archive

Popular Posts