Breaking News

ଗୋପବନ୍ଧୁ ଜୟନ୍ତୀରେ ହେବାକୁ ଥିବା ପ୍ରତିଯୋଗିତା କରୋନା ଯୋଗୁ ବନ୍ଦ ହେଲା

  ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରୀ କରୋନା ଯୋଗୁ ସବୁ ବନ୍ଦ ରହିଛି । ଆସନ୍ତା ଅକ୍ଟୋବର ୯ ତାରିଖଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଥାଏ । ଏହି ପରୀପେକ୍ଷୀରେ ଗୋପବନ୍ଧୁ ସ୍କୃତି ପରିଷଦ ଆନୁ କୂଳ୍ୟରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୁଆଣ୍ଡୋରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥାଏ । ୧୯୬୨ ମସିହାରୁ ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷ୍ୟେ ଏହି ପ୍ରତିଯୋଗିତା କରାଯାଇ ଆସୁଥିଲା । ମାତ୍ର ଏ ବର୍ଷ ମହାମାରୀ କରୋନା ଯୋଗୁ ପ୍ରତିଯୋଗିତାକୁ ସ୍ମୃତି ପରିଷଦ ପକ୍ଷରୁ ବନ୍ଦ କରାଗଲା ବୋଲି ସଭାପତି ଧୀରେନ୍ଦ୍ର ନାଥ ଦାସ ଜଣାଇବା ସହ ଏଥିପାଇଁ ଦୁଖଃ ପ୍ରକାଶ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts