Breaking News

ଜଟଣୀରେ ୩ କରୋନା ପଜଟିଭ


ଜଟଣୀ  --ଜଟଣୀ ମୁନିସିପାଲିଟି ଅଞ୍ଚଳରେ ଆଜି ୩ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୱାର୍ଡ ନଂ ଆଠର ଦୁଇଜଣ ଏବଂ ୱାର୍ଡ ନଂ ଦୁଇ ର ଜଣେ ରୋଗୀ ଚି଼ହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ଜଟଣୀରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନଜର କରି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ଏହି ଦୁଇଟି ୱାର୍ଡ଼କୁ  ସିଲ କରାଯାଇଥିବା ଜଣାପଡିଛି । 

Blog Archive

Popular Posts