Breaking News

ମାରୁତି ସେନା ପକ୍ଷରୁ ରକ୍ତ ଦାନ

 ପୁରୀ ---ରାଜ୍ୟରେ ମହାମାରୀ କରୋନା ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଇଛି । ଏପରି ସ୍ଥଳେ ମାରୁତି ସେନା ପକ୍ଷରୁ  ବିଭିନ୍ନ ଦିନରେ ଅସହାୟ, ଗରିବ ଓ ନିହାତି ଆବଶ୍ୟକତା ଥିବା ଲୋକଙ୍କୁ ରକ୍ତ ଦାନ ଏବେବି  ଜାରି ରହିଛି । ଏପରିକି ପୁରୀ ରକ୍ତ ଭଣ୍ଡାରରେ ମାରୁତି ସେନା ପକ୍ଷରୁ ଜରୁରୀ ପରିସ୍ଥିତିରେ ରକ୍ତଦାନ କରିବା ଏବେବି ଜାରି ରଖିଛନ୍ତି ବୋଲି ଅନୁଷ୍ଠାନର ରାଜ୍ୟ ସଭାପତି ପପୁ ଦଳବେହେରାଙ୍କ ଠାରୁ ସୁଚନା ମିଳିଛି ।
ପୁରୀରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts