Breaking News

ସମର୍ଥ ଟ୍ରଷ୍ଟ ର ଲୋଗୋ ଲୋକାର୍ପଣ



ଭୁବନେଶ୍ୱର---- ସମର୍ଥ ଟ୍ରଷ୍ଟ ର ଲୋକାର୍ପଣ ଉତ୍ସବ ଆଜି ଇଞ୍ଜିନିୟର ଭବନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଉପଦେଷ୍ଟା ସାଂସଦ ଅପରାଜିତା  ଷଡଙ୍ଗୀ ,ରାଜ୍ୟର  ବୁଦ୍ଧିଜୀବୀ , ବୃତ୍ତି ଧାରୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସାମିଲ କରାଯାଇଛି । ସେମାନଙ୍କ ସାହାଯ୍ୟ ଓ ସହଯୋଗରେ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକାରାତ୍ମକ ସମାଜ ଗଠନ କରିବା ସମର୍ଥ ର ଉଦେଶ୍ୟ ବୋଲି ଟ୍ରଷ୍ଟର ଉପଦେଷ୍ଟା ସାଂସଦ ଅପରାଜିତା  ଷଡଙ୍ଗୀ କହିଛନ୍ତି। ସମ୍ମାନିତ ଅତିଥି ପଦ୍ମଶ୍ରୀ ଡ୍ର, ପ୍ରତିଭା ରାଏ , ବରିଷ୍ଠ ସାମ୍ବାଦିକ ରାଜରାମ ଶତପଥି , ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ମହାରାଜ , ଡ୍ର, ଫନି ମହାନ୍ତି ଓ ଅବସର ପ୍ରାପ୍ତ ପ୍ରଶାଶକ ମୃତ୍ୟୁଞ୍ଜୟ ଷଡଙ୍ଗୀ ,ସାମ୍ବାଦିକ ସୁଂଜ୍ଞାନ ଚୌଧୁରୀ ପ୍ରମୁଖ ସମର୍ଥର ଲୋଗ ଉନ୍ମୋଚନ କରିଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୭/୧/୨୦୨୧_------ ୬,୪୦

Blog Archive

Popular Posts