ଡେଲାଙ୍ଗ ----- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଗଠନ ହେବା ପରେ ପ୍ରଥମ ବ୍ଳକ ଅଧ୍ୟକ୍ଷ ଭାବେ ଧାନକେରା ଗ୍ରାମ ପଞ୍ଚାୟତର ବୀରମକୁନ୍ଦପୁର ଗ୍ରାମର ଗୋପବନ୍ଧୁ ଜେନା୯୬ ବର୍ଷରେ ପୁରୀ ଦତ୍ତତୋଟା ବାସଭବନରେ ମୃତ୍ୟୁ ହୋଇଯାଇଛି । ସେ ଜଣେ ଆଇନଜୀବୀ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ନାତି ନାତୁଣି ଓ ପରିବାରବର୍ଗ ଉପସ୍ଥିତ ରହିଥିଲେ । ଏହି ଖବର ଜଣାପଡିବା ପରେ ଡେଲାଙ୍ଗରେ ଶୋକରଛାୟା ଖେଳିଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୧----୬,୩୦