Breaking News

ଯୁବତିଙ୍କ ଗଳିତ ଶବ ଉଦ୍ଧାର



କନ୍ଧମାଳ----   ବାଲିଗୁଡା ପାଟଖଣ୍ଡା ସାହିର କୂହଁ ଭିତରେ ଯୁବତିଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି।ଘର ଲୋକଙ୍କ ହତ୍ୟା ସଂନ୍ଦେହ  । ମୃତ ଯୁବତି ହେଲେ ଶିବାନୀପାଳ ,ପିତା ଟୁକୁନା ପାଳଙ୍କ ଝିଅ ବୋଲି ଜଣାପଡିଛି ।ସେ +3 ପ୍ରଥମ ବର୍ଷ ର ଛାତ୍ରୀ ବୋଲି ଜଣା ପଡିଛି ।ଘଟଣା ସ୍ଥଳରେ ପୋଲିସର ଛାନବିନ ଆରମ୍ଭ କରିଛନ୍ତି ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts