Breaking News

ସାକ୍ଷୀଗୋପାଳ ନିଉଜ ବହୁ ଶିଘ୍ର ନୁଆ ରୂପରେ ନୂଆ ନାମରେ

  ସାକ୍ଷୀଗୋପାଳ ନିଉଜ କେତେକ ପାଠକ ଓ କେତେକ ପ୍ରତିନିଧିଙ୍କ କଥାକୁ ଗ୍ରହଣ କରି  ଏବେ ତାର ନାମ ପରିବର୍ତ୍ତନ କରିବା ସହ ନୂଆ ରୂପରେଖରେ ଆସିବ । ଏଥିପାଇଁ ଦରକାର ପଡିଲେ ସାକ୍ଷୀଗୋପାଳ ନିଉଜ ବନ୍ଦ ରହି ପାରିବ । ଏଥିପାଇଁ ପାଠକ ବନ୍ଧୁ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts