Breaking News

ଡେଲାଙ୍ଗରେ ପୁଣି ୭ପଜିଟିଭ୍ ଚିହ୍ନଟ

 ଡେଲାଙ୍ଗ- --------ଡେଲାଙ୍ଗ ବ୍ଲକରେ ଆଜି ୭ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ପକ୍ଷରୁ ସୁଚନା ମିଳିଛି । ଗୁଆଳିପଡା ରୁ ୩ଜଣ ,ଓଡତରବୋଇ ୨ଜଣ ଶଂଖପାଟ ଓ ଧାନକେରା ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତକାରୀଙ୍କୁ  ସରକାରଙ୍କ କୋଭିଡ-୧୯ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ବୋଲି  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts