ଗିରଫ ଦାବିରେ ଅଟଳ ଜିଲ୍ଲାରାଜସ୍ବ ନିରୀକ୍ଷକସଂଘ : କଲମ ଛାଡ ଆନ୍ଦୋଳନ
ଓଡ଼ଗାଁ/କୁରାଳ- ଓଡ଼ଗାଁ ତହସିଲ ଅନ୍ତର୍ଗତ ପୂର୍ବତନ କୋମଣ୍ଡ ଆରଆଇଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ସମଗ୍ର ଜିଲ୍ଲାର ଆରଆଇ ଏବଂ ଏଆରଆଇ ମାନେ କଳାବ୍ୟାଚ ପରିଧାନ କରିଛନ୍ତି । ୭ଦିନ ସରିବା ପରେ ଏବଂ କଲମ ଛାଡ ଆନ୍ଦୋଳନ ଜାରି ରହିଛି ।
କଲମ ଛାଡ ଆନ୍ଦୋଳନ ଫଳରେ ଏହାର ସିଧାସଳଖ ପ୍ରଭାବ ସାଧାରଣଲୋକ ଉପରେ ପଡିଛି ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ