ଅଭିଭାବକ ସଂଘ ର ସଫେଇ କାର୍ଯ୍ୟକ୍ରମ
ଯାଜପୁର---- ଯାଜପୁର ରୋଡ ସିଷ୍ଟ ଜାଭିୟର ହାଇସ୍କୁଲ ର ସମସ୍ତ ଅଭିଭାବକ ସଙ୍ଗ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ମିଳିମିଶି ଆଖଣ୍ଡଳମଣି ମନ୍ଦିର ସଫେଇ ଏବଂ ସ୍କୁଲ ପରିସର ସାନିଟାଇଜର କରିବା, ରାସ୍ତା ସଫା ଏବଂ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ, ଛୋଟ ପିଲାମାନଙ୍କୁ ପେନ, ପେନସିଲିଂ, ରବର, କଟର ବିଷୁଟ ଆଦି ବଣ୍ଟନ କରାଯାଇଛି ।
ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ