Breaking News

ବନ୍ଧୁକ ମୁନରେ ଲୁଟି ନେଲେ ୭ ଲକ୍ଷ ଟଙ୍କା

 ଜଟଣୀ --ଜଟଣୀ ମ୍ୟୁନିସିପାଲଟି ଛକରୁ ଦିନ ଦ୍ବିପହରରେ ବନ୍ଧୁକ ମୁନରେ ଲୁଟିନେଲେ ୭ ଲକ୍ଷ ଟଙ୍କା । ଘରୋଇ ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ହୋଇଛି ଲୁଟ । ୩ ଦୁର୍ବୁତ୍ତ ପଲସର ଗାଡ଼ିରେ ଆସି ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଲୁଟ କରିବାପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ଏ ନେଇ ଥାନାରେ ଏତଲା ଦେଇଛନ୍ତି ମନୋରଞ୍ଜନ ପଟନାୟକ । ଏତଲା ପାଇବା ପରେ ଜଟଣୀ ପୋଲିସର ତଦନ୍ତ ଆରମ୍ଭ ହୋଇଯାଇଛି । 
 ଜଟଣୀରୁ --ରଙ୍ଗନାଥ ବେହେରା

Blog Archive

Popular Posts