Breaking News

କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ


ସାକ୍ଷୀଗୋପାଳ ------ କରୋନା ଯୋଦ୍ଧା  ଭାବେ ପୋଲିସ, ବ୍ଳକ ପ୍ରଶାସନ, ତହସିଲ, ସମ୍ବାଦିକ ମାନଙ୍କୁ ଗଣତି କରାଯାଉଛି । ଏମାନେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି କରୋନା ସମୟରେ କାର୍ଯ୍ୟ କରୁଛନ୍ତି । ସତ୍ୟବାଦୀ   ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଅଜୟ ବେହେରାଙ୍କ ପନ୍‌ôୀ ଦୀପା ବେହେରା ଓ  ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଧରି ଆଜି ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ସହିତ ସମସ୍ତ କର୍ମଚାରୀ ମାନଙ୍କୁ ମାସ୍କ ପ୍ରଦାନ କରିଛନ୍ତି । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର  ମାସ୍କ ବଣ୍ଟନ ସମୟରେ ସହଯୋଗ କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts