Breaking News

ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ଚରଣ ନାୟକଙ୍କ ର ପରଲୋକ


ବରୀ-----ବରୀ ବ୍ଲକ ଅନ୍ତର୍ଗତ ଗମୁଁ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ଚରଣ ନାୟକ 70 ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ  ଟାଟା କୋଭିଡି ହସ୍ପିଟାଲରେ ଦେହ ତ୍ୟାଗ କରିଛନ୍ତି। ଖବର ମିଳିବାପରେ ଗମୁ ଅଞ୍ଚଳ ଏବଂ ଗମୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ପୁରାତନ ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନାୟକ ଜଣେ ଅତି ସାଧାରଣ ଜୀବନଜାପାନ କରିବା ସହିତ ଅବସର ପରେ ବିଭିନ୍ନ ସାମାଜିକ କାଯ୍ୟରେ ଯୋଗଦେବା ସହିତ ଯୁବକମାନଙ୍କୁ ସ୍ୱେଚ୍ଛାସେବୀ ହେବା ପାଇଁ ପ୍ରୋତ୍ସାହନ ଦେଉଥିଲେ । ତାଙ୍କର ସ୍ୱର୍ଗୀୟ ଆତ୍ମାର ଶାନ୍ତି ପାଇଁ କୁଳମଣି ଶୁକ୍ଳ, କାଁହୁ ଚରଣ ବେହୁରା, ରମାକାନ୍ତ ମଣ୍ଡଳ, ସମାଜସେବୀ ସତ୍ୟରଞ୍ଜନ କର, ସୀତାରାଣୀ ଦେଓ, ପ୍ରଶାନ୍ତ ବେଉରା, ଅଦ୍ୟେତ୍ୟ ବଲ୍ଳଭ ଜେନା, ହେମନ୍ତ ମହାପାତ୍ର, ପାଣ୍ଡଵ ମହାପାତ୍ର, ଅନିରୁଦ୍ଧ ନାୟକ, ପର୍ଶୁରାମ ବିଶ୍ୱାଳ, ପ୍ରମେଶ ମହାନ୍ତି, ପ୍ରଶାନ୍ତ ପରିହାଡ଼ି, ସ୍ମିତା ସାମଲ ଉତ୍ତମ ମୁଦୁଲି, ଅଜୟ ରଥ, ଭୂପତି ମାଲିକ, ରମେଶ ତ୍ରିପାଠୀ ଓ ବରୀ ଅଞ୍ଚଳର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପ୍ରମୁଖ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ବରୀରୁ ଦର୍ଶନ ବେହେରା

Blog Archive

Popular Posts