Breaking News

ନା ବାଳିକାକୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

ଡେଲାଙ୍ଗ --------ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ପ୍ରଦୀପ ଜେନା ନାବାଳିକାକୁ ଅପହରଣ ଅଭିଯୋଗରେ ଡେଲାଙ୍ଗ ପୋଲିସ ଗିରଫ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଜଣେ ନାବାଳିକାକୁ ପ୍ରଦୀପ ଓ ତାର ସାଥୀ ଯୋର ଜବରଦସ୍ତ ଅପହରଣ କରି ନେଇଥିବା ନା ବାଳିକାଙ୍କ ପିତା ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟାନୟକ ୫୮/୨୦୨୦ରେ ଏକ କେସରୁଜ କରି ନାବାଳିକାକୁ ଉଦ୍ଦାର କରିଥିଲେ । ଆଜି ଯୁବକ ଜଣଙ୍କୁ ଗିରଫ କରି ସ୍ୱାସ୍ଥ୍ୟଗତ ପରୀକ୍ଷା କରାଇଥିବା ଜଣାପଡିଛି । 
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts