ଜଟଣୀରେ ପ୍ରଥମ କରୋନା ଆକ୍ରନ୍ତ ଚିହ୍ନଟ
ଜଟଣୀ-- ଖୋର୍ଦ୍ଧା ଜିଲ୍ଲାରେ ୭ ଜଣ କରୋନା ରୋଗୀ ଚହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପ୍ରବାସୀ ଓଡିଆ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ଜଟଣୀ ଗଜପତି ନଗର ଅଞ୍ଚଳର ବୋଲି ଜଣାପଡିଛି । କ୍ୱରୋଣ୍ଟାଇନ ଗୃହରେ ରହିଥିଲେ । ସ୍ୱାବ ପରୀକ୍ଷା ପରେ ନେଗେଟିଭ ଚିହ୍ନଟ ହେବାପରେ ତାଙ୍କୁ ଭୁବନେଶ୍ୱର କୋଭିଡ-୧୯ ମେଡିକାଲକୁ ନିଆଯାଇଥିବା ଜଣାପଡିଛି ।
ଜଟଣୀରୁ ଇଫେତଖାର ଅଲ୍ଲୀ
ଜଟଣୀରୁ ଇଫେତଖାର ଅଲ୍ଲୀ