Breaking News

କାର ଧକ୍କାରେ ଜେଜେ ନାତି ଗୁରୁତର

ସାକ୍ଷୀଗୋପାଳ----   ଭୁବନେଶ୍ୱର - ପୁରୀ ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ଠାରେ ଏକ ମୋଫେଡ ମଟର ସାଇକେଲକୁ  କାର ଧକ୍କା ଦେଇଥିଲା । ଏଥିରେ କଣାସ ଥାନା ଅନ୍ତର୍ଗତ ବଡାସ ଗ୍ରାମର କାଳୁ ସାହୁ ( ୬୫)  ଓ ତାଙ୍କ ନାତି ରିତି ସାହୁ (୪) ସାତଶଙ୍ଖ ଆଡୁ ଆସୁଥିବା ବେଳେ ପଟ୍ଟନାୟକିଆ ଛକ ଠାରେ ତାଙ୍କୁ ପଛରୁ କାର ପିଟିଥିଲା । ଯାହା ଫଳରେକି ଯେଯେ ନାତି ଗୁରୁତର ଭାବେ  ଆହତ ହୋଇ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଏଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ  ଜବତ କରି ତଦନ୍ତ ଜାରି ରଖିଛନ୍ତିି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts