Breaking News

ଅମାନିଆ ବ୍ୟବସାୟୀ ଓ ଜନସାଧାରଣ ତଣ୍ଡ ଗଣିଲେ



ଜଟଣୀ---- ରାଜ୍ୟ ରେ ଲକ୍ ଡାଉନ୍ ଜାରି ରହିଛି। ମାତ୍ର ସାବିତ୍ରୀ ପାଇଁ ବ୍ୟବସାୟୀ ଲୋକମାନେ ଲକ୍ ଡାଉନ୍ ନିୟମ କେହି ମାନିଲେ ନାହିଁ । ସାମାଜିକ ଦୂରତା ରକ୍ଷା ଓ ମୁହଁରେ ମାସ୍କ ବ୍ୟବହାର ନ କରିଥିବାରୁ ଜଟଣୀ ତହସିଲଦାର ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୭ ହଜାର ୫ଶହ ଟଙ୍କା ଆଦାୟ କରିଥିବା ଜଣାପଡିଛି । ଜଟଣୀରୁ ଇଫେତଖାର ଅଲ୍ଲୀ

Blog Archive

Popular Posts