ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର
ଭଞ୍ଜନଗର-ଗଞ୍ଜମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଏକ ଟ୍ରାନସଫରମ ରେ ମରାମତି କରୁଥିବା ବେଳେ ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର ହେଇ ପଡିଥିଲେ । ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ଯୁବକ ହେଲେ ମହେଶ୍ବର ମଳିକ ଘର ବଦାଙ୍ଗି ଗ୍ରାମର ଢେପସାହିରେ ବୋଲି ଜଣାପଡିଛି । ଗ୍ରାମରେ ବିଦ୍ୟୁତ୍ ସରବରାହ ବନ୍ଦ ହେବାରୁ ମହେଶ୍ବର ଟ୍ରାନସଫରମକୁ ଯାଇ ମରାମତି କରୁଥିବା ବେଳେ ବିଦ୍ୟୁତସଂଷ୍ପର୍ଶରେ ଆସି ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ରପ୍ରଧାନ ଅମୃତଦୁନିଆ ପ୍ରତିନିଧି