Breaking News

ଅଙ୍ଗନବାଡି , ଆଶା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାନିଟାଇଜର ,ଗ୍ଲୋବସ ଏବଂ ମାସ୍କ ବଣ୍ଟନ


ଓଡ଼ଗାଁ - କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତି ମୁହୂର୍ତ୍ତରେ ସରକାରଙ୍କୁ ସହଯୋଗ କରୁଥିବା ସ୍ୱାସ୍ଥ୍ୟ କର୍ମୀ ,ଅଙ୍ଗନବାଡି କର୍ମୀ ଏବଂ ଆଶାକର୍ମୀମାନଙ୍କୁ ଓଡିଶା ଜଙ୍ଗଲ ସୁରକ୍ଷା ମହାସଂଘର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନଙ୍କ ଦ୍ୱାରା ମାସ୍କ, ସାନିଟାଇଜର ,ଏବଂ ଗ୍ଲୋବସ ବଣ୍ଟନ କରାଯାଇଛି ।

ଓଡ଼ଗାଁ / କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts