Breaking News

ରଣପୁର କୁ ଛୁଇଁଲା କରୋନା


  ରଣପୁର ----ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଓ ଏନ୍ ଏ ସି ରୁ ତିନି ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ରଣପୁର ଏନଏସି  କ୍ୱରେଣ୍ଟାଇନ୍ କେନ୍ଦ୍ର ରୁ ଜଣେ ଚିହ୍ନଟ ।ଯେକି ପଶ୍ଚିମବଙ୍ଗ ଫେରନ୍ତା । ରଣପୁର ବ୍ଲକ୍ କ୍ୱରେଣ୍ଟାଇନ୍ ସେଣ୍ଟର ରୁ ଦୁଇ ଜଣ ପଜେଟିଭ୍ ଚିହ୍ନଟ । ସେମାନେ ସୁରତ୍ ଫେରନ୍ତା ବୋଲି ଜଣାପଡିଛି ।  ଯାହାକୁ ନେଇ ରଣପୁର ଅଞ୍ଚଳରେ ଲକ୍ ଡାଉନ୍ କଟକଣା ଜୋରଦାର ହେବା ସମ୍ଭାବନା ରହିଛି  ।
ରିପୋର୍ଟ -- ଆଚାର୍ଯ୍ୟ ବିଶ୍ୱର°ଜନ ।

Blog Archive

Popular Posts