ସତ୍ୟବାଦୀରେ ପ୍ରବାସୀ ଫେରନ୍ତା ୬୧୫ଜଣ ସଂଘରୋଧ ଗୃହରେ ରହିଲେ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ୬୧୫ ଜଣ ପ୍ରବାସୀ ଓଡିଆ ବିଭିନ୍ନ ସଂଗରୋଧ ଗୃହରେ ରହିଥିବା ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ ଙ୍କ ଠାରୁ ପ୍ରକାଶ । ଅଳଗୁମ ୪୩ ଜଣ, ଆଳିସ -୧୪, ବଳପୁର -୧୬, ବଳରାମପୁରଗଡ- ୭୮, ବିଦ୍ୟାଧରପୁର ୧୩ଜଣ, ବିଶ୍ୱନାଥପୁର- ୩୮ ଜଣ, ବୀରରାମଚନ୍ଦ୍ରପୁର-୧୧ ଜଣ, ଦାସବିଦ୍ୟାଧରପୁର- ୧୩ ଜଣ, ଜୟପୁର-୧୯ଜଣ, କାଦୁଆ ୧୧ଜଣ, କେତକୀପାଟଣା ୪୩ଜଣ, ମଧୁବନ- ୩୫ ଜଣ, ମହୁରା ୧୬ ଜଣ,ମୂଳଅଳସା ୨୧ଜଣ,ନରେନ୍ଦ୍ରପୁର ୪୯ ଜଣ, ନୁଆ ସମେଶ୍ୱରପୁର-୧୦ଜଣ, ପରଜାପଡା- ୨୫ଜଣ , ରାୟଖଣ୍ଡି ୩୮ ଜଣ , ସାରଙ୍ଗଯୋଡି- ୭ ଜଣ , ସାଣ୍ଢ଼ରା ଶାସନ୨୩ ଜଣ, ଶ୍ରୀରାମଚନ୍ଦ୍ରପୁର ୧୨ ଜଣ, ଶୁକଳ- ୪୩ଜଣ ସଂଘରୋଧ ଗୃହରେ ଅଛନ୍ତି ବୋଲି ଶ୍ରୀ ଦତ୍ତ ସୁଚନା ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି