Breaking News

ଦୁର୍ଗାଚରଣ ବେହେରାଙ୍କ ଏକାଦଶାହରେ ସହପାଠୀ ଙ୍କ ତରଫରୁ ଏକ ସ୍ମୃତି ସଭା

 
ଡେଲାଙ୍ଗ---  ଡେଲାଙ୍ଗ ମହତାବ ଉଚ୍ଚବିଦ୍ୟାଳୟ ୧୯୮୪ ବ୍ୟାଚର ସଭାପତି ଦୁର୍ଗାଚରଣ ବେହେରାଙ୍କ ଏକାଦଶାହରେ ସମସ୍ତ ସହପାଠୀ ଙ୍କ ତରଫରୁ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ଏହି ଅବସର ରେ ସମସ୍ତ ସହପାଠି ଙ୍କ ତରଫରୁ ତାଙ୍କ ଧର୍ମପତ୍ନୀ ମମତା ବେହେରାଙ୍କୁ ୩୭,୦୦୦ ଟଙ୍କା ପ୍ରଦାନ କରାଯାଇଛି।   ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୦/୨୦୨୨---୭,୫୦ Sakhigopal News,4/10/2022

Blog Archive

Popular Posts