Breaking News

ମାଧିପୁର ଛକଠାରେ ରାସ୍ତା ଉପରେ ଗାତ, ଦୁର୍ଘଟଣା କୁ ଅପେକ୍ଷା


ପିପିଲି--- ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିରକୁ ସଂଯୋଗ କରୁଥିବା କୋଣାର୍କ-ପିପିଲି ମୁଖ୍ୟ ରାସ୍ତାର ମାଧିପୁର ଛକଠାରେ ରାସ୍ତା ଉପରେ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଯାତାୟତ କରୁଥିବା ସମସ୍ତ ଯାନବାହନ ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଜଣସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।
ନଚେତ ବିପଦରେ ପଡିପାରନ୍ତି । ଏ ସମ୍ପର୍କରେ ପୃର୍ତ୍ତ ବିଭାଗ ନଜରକୁ ନିଆଯାଇ ଥିଲେ ମଧ୍ୟ ସେମାନେ ଏକ
ବଡଧରଣର ବିପଦକୁ ଅପେକ୍ଷା କରିଛନ୍ତି । ଘଟଣା ଘଟିଲା ପରେ ବିଭାଗ ଓ ନେତା ମାନେ ଚଳଚଞ୍ଚଳ ହେବେ ବୋଲି ଜଣାପଡିଛି।
ପିପିଲି ରୁ ବିଜୟ ମହାପାତ୍ର ଙ୍କ ରିପୋର୍ଟ,୪/୧୦/୨୦୨୨---୬,୧୦ Sakhigopal News,4/10/2022

Blog Archive

Popular Posts