ଓଏଏସ ପରୀକ୍ଷାରେ ୬୬ତମ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହେଲେ ଲୋପାମୁଦ୍ରା
ପିପିଲି ----ପିପିଲି ବ୍ଲକ ଓରକଳ ପଞ୍ଚାୟତର ଉଜାଣିପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ ଓ ରଞ୍ଜୁବାଳା ପ୍ରଧାନ ଙ୍କ ଝିଅ ଲୋପାମୁଦ୍ରା ପ୍ରଧାନ। ଏହି ସଫଳତା ପାଇଁ ଲୋପାମୁଦ୍ରା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି ଯୁବନେତା କଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଧଳ । ପିପିଲି ପାଇଁ ଗୌରବ ଆଣିଛନ୍ତି ବୋଲି ପୂର୍ବତନ ସରପଞ୍ଚ କହନ୍ତି। ତାଙ୍କର ଦୀର୍ଘାୟୁ କାମନା କରିବା ସହପିପିଲି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୯/୨୦୨୫----୯,୪୫ Sakhigopal News,27/9/2025