Breaking News

ଲଇକେରା ସମଲେଇ ଯାତ୍ରା ପାଇଁ ରାବଣ ବାରଣ



ସମ୍ବଲପୁର, ----ଶାରଦୀୟ ପୂଜା ଅବସରରେ ଝାରସୁଗୁଡା ଜିଲ୍ଲାର ଲଇକେରା ଠାରେ ଅନୁଷ୍ଠିତ ହେବାକୁ ଥିବା ସମଲେଇ ଯାତ୍ରା ଓ ରାବଣ ବଦ୍ଧ ପାଇଁ ଆଜି ଦୂର୍ଗା ପୂଜା କମିଟି ପକ୍ଷରୁ ରାବଣ ବରଣ କରାଯାଇଛି।ପଡିଆବାହାଲ ନିବାସୀ ବରୁଣ ସାହୁ ଏଥିରେ ଅଭିନୟ କରୁଥିବା ବେଳେ କମିଟି ପକ୍ଷରୁ କାର୍ତ୍ତିକ ବେହେରା, ସୁଶାନ୍ତ ସାହୁ, ପ୍ରଦୀପ ମେହେର, ଉମେଶ କୁଅଁର, ପ୍ରମୋଦ କମାର, ସାଗର କମାର ଓ ବିକାଶ ମେହେର ତାଙ୍କ ବାସଭବନରେ ପହଞ୍ଚି ରାବଣ ପାଇଁ ବରଣ କରିଛନ୍ତି। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୨୧/୯/୨୦୨୫----୭,୫୫ Sakhigopal News,21/9/2025

Blog Archive

Popular Posts