Breaking News

ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଶିଶୁ ପ୍ରତିଭା ସମ୍ବର୍ଦ୍ଧନା



କଣାସ -- କଣାସ ବ୍ଲକ୍ ଅନ୍ତର୍ଗତ ଗୋପିନାଥପୁରଠାରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତର ଛାତ୍ର ଛାତ୍ରୀମାନେ ଏହିକାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ୧୯ଜଣ ପ୍ରତିଭାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ନୃସିଂହ ସାହୁ,କବି ଅଜୟ କୁମାର ସେଠୀ,ପ୍ରବଚକ ଦିଲ୍ଲୀପ ଶ୍ରୀଚନ୍ଦନ ,ଚତୁର୍ଭୁଜ ପ୍ରଧାନ ,ରବୀନ୍ଦ୍ର ସାମନ୍ତରାୟଜଳନ୍ଧର ବେହେରା ପ୍ରମୁଖଅତିଥି ଭାବେ ଯୋଗ ଦେଇଥିଲେ । ହେମନ୍ତ ପ୍ରଧାନ ସଭା ପରିଚାଳନା କରିଥିଲେ । ରାମଚନ୍ଦ୍ର ପ୍ରଧାନ,ଜୀମୂତ ପ୍ରଧାନ ସଭା ପରିଚାଳନା କରିଥିଲେ । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩/୧/୨୨୫---୭,୧୦    Sakhigopal News, 3/10/2025


Blog Archive

Popular Posts