ସତ୍ୟବାଦୀ ରେ ଶୁକ୍ରବାର ଦୁଇଘଣ୍ଟା ବିଦ୍ୟୁତ କାଟ ହେବ
ସାକ୍ଷୀଗୋପାଳ ----ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଛି କି ଶୁକ୍ରବାର ୧୦ ତାରିଖ ଦିନ ସାକ୍ଷୀଗୋପାଳ ବଜାରରେ ଏଗାର କେବି ତାରର ମରାମତି କାର୍ଯ୍ୟ କରାଯିବ । ସେଥି ନିମନ୍ତେ ସକାଳ ନଅ ଘଟିକା ଠାରୁ ଏଗାରଟା ଘଟିକା ଯାଏଁ ସାକ୍ଷୀଗୋପାଳ ଅଂଚଳରେ ବିଦ୍ୟୁତ ସରବାରହା ବନ୍ଦ ରହିବ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧୦/୨୦୨୫--୮,୫୫ Sakhigopal News,9/10/2025