ସତ୍ୟବାଦୀ ରେ ଗୁରୁବାର ତିନି ଘଣ୍ଟା ବିଦ୍ୟୁତ କାଟ ହେବ
ସାକ୍ଷୀଗୋପାଳ --- ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଛି କି ଆସନ୍ତାକାଲି ଗୁରୁବାର ତା -(16.10.2025) ଦିନ ସାକ୍ଷୀଗୋପାଳ ବଜାର 11 kv line ର ମରାମତି ନିମନ୍ତେ ସକାଳ 08.00 ଘଟିକା ଠାରୁ 11.00 ଘଟିକା ଯାଏଁ ସାକ୍ଷୀଗୋପାଳ ଅଂଚଳରେ ବିଦ୍ୟୁତ ସରବାରହା ବନ୍ଦରହିବ ବୋଲ TPCODL ପକ୍ଷରୁ କୁହାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୦/୨୦୨୫---୭,୨୫ Sakhigopal News,15/10/2025