Breaking News

ଅମାଳଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ


ଡେଲାଙ୍ଗ - ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଅମାଳଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ଓ କମିଟି ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ପଣ୍ଡା ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ସଭାପତିତ୍ବ କରିଥିଲେ। ଅନ୍ୟତମ ଅତିଥି ଭାବେ ଏବିଇଓ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା ମିଶ୍ର, ସମାଜସେବୀ ଅଜୟ ସ୍ଵାଇଁ, ଅବସରପ୍ରାପ୍ତ ଶିକ୍ଷକ ତଥା ଶିଳ୍ପୀ ପ୍ରଭାସ ମହାରଣା,ଅନନ୍ତ ସ୍ଵାଇଁ, ସିଆରସିସି ଲୋକନାଥ ପ୍ରଧାନ ଓ କମିଟି ସଭାପତି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ଉପରେ ଗୁରୁତ୍ୱାରୋପ କରିଥିଲେ। ମଞ୍ଚରେ କୃତି ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ପରିଚାଳନାରେ ଶିକ୍ଷକ ସୀତାକାନ୍ତ ରାଉତରାୟ, ଦେବାଶିଷ ପ୍ରଧାନ, ଅନିତା ବେହେରା, କୁନି ମଲ୍ଲିକ, ଅଙ୍ଗନବାଡ଼ି କର୍ମୀ ସୁଶ୍ରୀ ସାବରମତୀ ମହାରଣା ଓ କମିଟି ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ। ଶେଷରେ  ବିଦ୍ୟାଳୟର  ପିଲାମାନେ ମଞ୍ଚରେ ସୁନ୍ଦର ନୃତ୍ୟ ଗୀତ ପରିବେଷଣ କରିଥିଲେ।ଅମାଳଙ୍ଗ ବିଦ୍ୟାଳୟର ବାର୍ଷିକ ଉତ୍ସବ। ଡେଲାଙ୍ଗ -ଅମାଳଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ଓ କମିଟି ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଏବିଇଓ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା ମିଶ୍ର, ସମାଜସେବୀ ଅଜୟ ସ୍ଵାଇଁ, ଅବସରପ୍ରାପ୍ତ ଶିକ୍ଷକ ତଥା ଶିଳ୍ପୀ ପ୍ରଭାସ ମହାରଣା,ଅନନ୍ତ ସ୍ଵାଇଁ, ସିଆରସିସି ଲୋକନାଥ ପ୍ରଧାନ ଓ କମିଟି ସଭାପତି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ଉପରେ ଗୁରୁତ୍ୱାରୋପ କରିଥିଲେ। ମଞ୍ଚରେ କୃତି ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ଦିଆଯାଇଥିଲା। ପରିଚାଳନାରେ ଶିକ୍ଷକ ସୀତାକାନ୍ତ ରାଉତରାୟ, ଦେବାଶିଷ ପ୍ରଧାନ, ଅନିତା ବେହେରା, କୁନି ମଲ୍ଲିକ, ଅଙ୍ଗନବାଡ଼ି କର୍ମୀ ସୁଶ୍ରୀ ସାବରମତୀ ମହାରଣା ଓ କମିଟି ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଞ୍ଚରେ ସୁନ୍ଦର ନୃତ୍ୟ ଗୀତ ପରିବେଷଣ କରିଥିଲେ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୪/୨୦୨୫----୮,୪୫ Sakhigopal News,20/4/2025

Blog Archive

Popular Posts