ବଡ ବଡ ବ୍ଯବସାୟୀ ମାନଙ୍କୁ ଛାଡ , ଖୂଚୂରା ଦୋକାନିଙ୍କୁ ଦଣ୍ଡ
ଡେଲାଙ୍ଗ - - ଡେଲାଙ୍ଗ ବଜାରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୁଟୂକା ବିକ୍ରୟ କରୂଥିବା ପାନ ଦେକାନ ଉପରେ ଚଡାଉ କରାଯାଇଛି । ଏହାକୁ ନେଇ ଡେଲାଙ୍ଗରେ ଅସନ୍ତୋଷ ପ୍ରକାଶ ପାଇଛି । ବଡ ବଡ ବ୍ୟଡବସାୟୀ ମାନଙ୍କୁ ଧରା ଯାଉନାହିଁ । ମାତ୍ର ପାନ ଦୋକାନୀଙ୍କୁ ଧରା ଯାଉଛି ବୋଲି ଅଭିଯୋଗ ହୋଇଛି । ୧୩ଏହି ଚଢ଼ାଉରେ ଏଫ୍ ଏସ୍ ଓ ରାଜେଶ୍ୱରୀ ପତି , ଡ୍ରଗସ ଇନ୍ସପେକ୍ଟର ରୁଦ୍ରନାରାୟଣ ସାହୁ , ଡେଲାଙ୍ଗ ପି ଏସ୍ ଆଇ ସତ୍ୟ ନାରାୟଣ ପାଢି ଓ ଏସ୍ କେ ବିଶ୍ଵାଳ ଡେଲାଙ୍ଗ ବଜାର ଓ ଡ଼େଲାଙ୍ଗ ହାଟ ବଜାରରେ ଚଢାଉ କରିଥିଲେ । ବେଆଇନ୍ ଭାବେ ତମାଖୁ ଓ ଗୁଟୁକା ବିକ୍ରୟ କରୁଥିବା ୧୩ଟି ପାନ ଦୋକାନରୁ ଫାଇନ ଆଦାୟ କରିଥିଲେ. ସ୍ଥାନୀୟ ଅଞ୍ଚଳରେ ଜୋରିମାନା ଆଦାୟ କରାଯାଇଛି । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି
BADA BADA BYABASAYI MANANKU CHHAD KHUCHURA DOKANININKU DANDA
DELANGA
BY - DHIRENDRA SENAPATI
SAKHIGOPAL NEWS