>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ୬ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଳାଇଲା ଅଗ୍ନିଶମ ବିଭାଗ

    ଡେଲାଙ୍ଗ/ସାକ୍ଷୀଗୋପାଳ----- ଆଜିଠାରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଛଅ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଳାଇଛନ୍ତି । ସେମାନଙ୍କ ଦାବୀ ପୁରଣ ନ ହେବା ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ । ଦାବି ଗୁଡିକ ମଧ୍ଯରେ ଅଗ୍ନିଶମ କର୍ମଚାରୀ ମାନଙ୍କୁଓଡିଶା ପୋଲିସ ସହ ସମାନ ଦରମା,ହାବିଲଦାର ଓ ଫାୟରମ୍ଯାନଙ୍କରେନ୍ଦ ସଂଘକୁ ସରକାରୀ ସ୍ତରରେ ପଞ୍ଜିକରଣ,ଚୁକ୍ତି ଭିତିକ କର୍ମଚାରିଙ୍କୁ ନିୟମିତ ଦରମା , ଅବସର ପ୍ରାପ୍ତ କର୍ମଚାରୀଙ୍କୂ ତୁରନ୍ତ ପେନସନ,ରାଜ୍ଯର ଅର୍ନ କର୍ମଚାରିଙ୍କ ଭଳି ୮ଘଣ୍ଟା କାର୍ଯ୍ଯକରିବାସହ  ଅଗ୍ନିଶମ ବିଭାଗ କେଉଁ କେଉଁ କାର୍ଯ୍ଯ କରିବେ ତାହା ଜଣାନ୍ତୁ ଓ ଖାଲି ପଡିଥିବା ପଦବୀ ଗୂଡିକରେ ନିଯୁକ୍ତି ଦାବୀ ରହିଥିବା ଜଣାପଡିଛି । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି

    6 DAPHA DABI NEI AANDOLANAKU OLHAILE AGISAMA BIBHAGA
    BY - DHIRENDRA SENAPATI
    SAKHIGOPAL NEWS

    Blog Archive

    Popular Posts