Breaking News

ଜାତୀୟ ସଂଗୀତ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ସାକ୍ଷୀଗୋପାଳ---- ଭାରତ ବିକାଶ ପରିଷଦ ସାକ୍ଷୁଗୋପାଳ ଶାଖା,ବକୁଳବନ ସୁରକ୍ଷା ପରିଷଦ ଓକ୍ଳବ ସତ୍ଯବାଦୀର ମିଳିତ ବୈଠକ ପାନ୍ଥଶାଳାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସତ୍ୟବାଦୀ ଦାଶ ବୈଠକରେ ଅଧ୍ଯକ୍ଷତା କରିଥିଲେ । ଆସନ୍ତା ୨୯ ତାରିଖରେ ଏକ ଜାତୀୟ ଦେଶମ୍ମାବୋଧ ସମୃହ ସଂଗୀତ,ଜଣା ଅଜଣା ଓ ଖେଳକୁଦ ପ୍ରତିଯୋଗିତା କରାଯିବା ପାଇଁ ବୈଠକରେ ନିଷ୍ପତି କରାଯାଇଛି । ଅନ୍ଯ ମାନଙ୍କ ମଧ୍ଯରେ ଭ୍ରମରବର ସ୍ବାଇଁ, ନିହାର ରଞ୍ଜନ ସ୍ବାଇଁ, ଆଲୋକ ଖୁଣ୍ଠିଆ,ହାପିରଥ,ଅଭିଜିତି ସୈନାପତି,ବିକ୍ରମ ପାତ୍ର,ରିଙ୍କୁ,ସିକନ,ତୁଷାର ପ୍ରମୁଖ ଯୋଗଦେଇଥିଲେ ।

JATIYA SANGITA PRTIJOGITA PAIN PRASTUTI BAITHAKA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts