Breaking News

ଚତୁର୍ଥ ଦିନରେ ପହଁଚିଲା ଆନ୍ଦୋଳନ

ଡେଲାଙ୍ଗ/ସାକ୍ଷୀଗୋପାଳ
ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା ରାଜ୍ୟର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ୬ ଦଫା ଦାବିନେଇ ଗତ ୨୪ ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି।ଏହି ଆନ୍ଦୋଳନ କୁ ବିଭିନ୍ନ ରାଜନୈତିକ ଶ୍ରମିକ ଓ ଟ୍ରେଡ଼ ଉନିଅନ ପକ୍ଷରୁ ସମର୍ଥନ କରଯାଉଛି। ଆଜି  ଚତୁର୍ଥ ଦିବସରେ ଡେଲାଙ୍ଗ ଅଗ୍ନିଶମ ବିଭାଗର ଆନ୍ଦୋଳନ କର୍ମଚାରୀ ମାନଙ୍କ ପାଖରେ ସି ପି ଆଇ ଏମ୍ ଏଲ ର ରାଜ୍ୟ କମିଟି ସଭ୍ୟ ଅଶୋକ ପ୍ରଧାନ ଯୋଗଦେଇ ଥିଲେ। ରାଜ୍ୟସରକାର ଦମନ ମୁଳକ ଵିଚାର ନକରି ଆନ୍ଦୋଳନ କରୁଥିବା କର୍ମଚାରୀ ମାନଙ୍କ ସହିତ ବନ୍ଧୁତ୍ୱପୁର୍ଣ ଭାବରେ ଆଲୋଚନା କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

CHATURTHA DINARE PAHANCHILA AANDOLA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts