Breaking News

କୃଷି ମନ୍ତୀଙ୍କ ନାମରେ ପିପିଲି ଥାନାରେ କଂଗ୍ରେସ ମହିଳା ଅଭିଯୋଗ କଲା


ପିପିଲି- କୃଷିମନ୍ତୀଙ୍କ କେତେକ ଟିପଣୀକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ପିପିଲି ଥାନାରେ ବିଜେପି ବିଜେଡି ଓ କଂଗ୍ରେସ ଅଭିଯୋଗ ମାନ କରିଥିବାର ଥାନା ସୁତ୍ରରୂ ପ୍ରକାଶ । ଆଜି କଂଗ୍ରେସର ମହିଳା ସଭାନେତ୍ରୀ ପୁରୀଜିଲ୍ଲା ତଥା ପିପିଲି ଡେଲାଙ୍ଗ ମହିଳା ନେତ୍ରୀ ନିରୁପମା ପାତ୍ରଙ୍କ ସହ କିଛି ମହିଳା ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ଙ୍କୁ ଭେଟି ମନ୍ତ୍ରୀ ଶ୍ରୀ ମହାରଥି ଦେଇଥିବା ମହିଳା ମାନଙ୍କ ପାଇଁ ଅପମାନ ଜନଙ୍କ ମନ୍ତବ୍ଯ ବିରୁଦ୍ଧରେ ଦୃଢ କାର୍ଯ୍ଯନୁଷ୍ଠାନ ନିମନ୍ତେ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି  । ଏହାର ଏକକିତା କପି ଉଚ୍ଚତମ ମୁଖ୍ୟ ନ୍ଯାୟଧୀଶଙ୍କୁ  ପଠାଯାଇଛି ବୋଲି ମହିଳା ନେତ୍ରୀ ନିରୁପମା ପାତ୍ର କହିଛନ୍ତି । ସମ୍ବାଦଦାତା ବିଜୟ ମହାପାତ୍ର

KRUSHI MANTRINKA NAMARE PIPILI THANARE CONGRESS MAHILA ABHIJOGA KALA
PIPILI
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts