Breaking News

ଓଡିଶାକୁ ମଦ ମୁକ୍ତ କରିବା ପାଇଁ ସ୍ବାକ୍ଷର ଆଭିଯାନ

ଡେଲାଙ୍ଗ-----  ଡେଲାଙ୍ଗ ବ୍ଳକର କିଛି ଯୁବକ ରାଜନୀତି ଠାରୁ ଦୂରରେ ରହିବା ସହ ରୟାଲ ଡେଲାଙ୍ଗ ୨୨୨ ଅନୁଷ୍ଠାନ ମିଳିତ ଓଡିଶା ନିବାରଣ ଅଭିଯାନକୁସମର୍ଥନ କରିଛନ୍ତି । ଓଡିଶାକୁ ମଦମୁକ୍ତ କରିବା ପାଇଁ ଅନୁଷ୍ଠାନର ସଭାପତି ସମୟ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବର ସ୍ବାକ୍ଷର ସଂଗ୍ରହ ଅଭିଯ୍ରାନ ଆରମ୍ଭ  କରିଛନ୍ତି । ତାଙ୍କ ସହ ଘନଶ୍ଯାମ ପରିଡା ଓ ବିଭେନ୍ଦୁ ମୁଦୁଲୀ ତାଙ୍କୁସହଯୋଗ କରିଛନ୍ତି । ସମ୍ବାଦ ଦାତା ଧୀରେନ୍ଦ୍ର ସେନାପତି

ODISHA KU  MADA MUKTA KARIBA PAIN SWAKHYARA ABHIJAN

BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts