Breaking News

ମନ୍ଦିର ପରିସର ସଫେଇ କଲା ବିଜେପି

ସତ୍ୟବାଦୀ ବ୍ଲକର ସାଣ୍ଢରା ଗ୍ରାମପଞ୍ଚାୟତର ନୀଳକଣ୍ଠେଶ୍ୱର ଦେବଙ୍କ ପୀଠ ପରିସର ସତ୍ଯବାଦୀ ଭାଜପା ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନରେ ସାମିଲି କରାଯାଇଛି। ଭାଜପା ର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଡକ୍ଟର ବିଶ୍ୱନାଥ ରଥ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସ୍ୱଚ୍ଛତା ହିଁ ସେବା ବୋଲି ମନ୍ଦିର ସେବକ,ଶଦ୍ଧାଳୂ ଓ ଗ୍ରାମବାସୀ ମାନଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଧୁନିଆ ବେହେରା,ପ୍ରଭାତ କୁମାର ପୁରୀ , ବେନୁ ଚରଣ ବେହେରା, ସୁରିଆ ଭୋଇ ,ଗଙ୍ଗାଧର ଛାଟୋଇ ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

MANDIRA PARISARA SAPHEI KALA BJP
-SATYABADI BLOCK- SANDARA
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts