Breaking News

ସାକ୍ଷୀଗୋପାଳରେ ଖୂଦୁରିକୂଣୀ ଭଷାଣି

ସାକ୍ଷୀଗୋପାଳ----- ସତ୍ଯବାଦୀରେ ଗଣେଷ ଭଷାଣୀ ଚାଲିଥିବା ବେଳେ ଖୁଦୁରିକୁଣି ଭଷାଣି ସାମିଲ ହୋଇଥିବାର ଦେଖାଯାଇଛି । ମଠସାହିର ଝିଅମାନେ ମିଳିତ ହୋଇ ପୂଜା ସାରିବା ପରେ ମା ଖୂଦୂରିକୁଣି ଭଷାଣି ବାହାରକରିଥିଲେ । ସମ୍ଵଲପୁରୀ ବାଜା ସାଙ୍ଗକୁ ଡିଜେ ସାଉଣ୍ଡ ଓରଙ୍ଗ ବେରଙ୍ଗ ଆଲୋକ ସହିତ ମିଛ ମିଛିକା ପୂଅ ବୋହୁ ସୁସଜିତ ଗାଡିରେ ଭଷାଣିରେ ସାମିଲି ହୋଇଥିବାର ଦେଖାଯାଇଥିଲା ।

SAKHIGOPAL RE KHUDURUKUNI BHASANI
BY - DHIRENDRA SENAPATI
SAKHIGOPAL NEWS

Blog Archive

Popular Posts