୩୦ ନଡିଆ ଚାଷୀ ଜ୍ଞାନ ଆହୋରଣ ପାଇଁ ଆନ୍ଦ୍ରପ୍ରଦେଶ ଗସ୍ତ
ସାକ୍ଷୀଗୋପାଳ --- ନଡିଆ ଚାଷର ଊନ୍ନତି ଓ ବ୍ୟବସାୟ ସହିତ ନଡିଆରୁ ଊପ୍ତାଦନ କରାଯାଊଥିବା ସାମଗ୍ରି ଗୁଡିକ ଦେଖିବା ପାଇଁ ୩୦ ଜଣ ନଡିଆ ଚାକ୍ଷୀ ଆଜି ପୂରୀ ରେଳ ଷ୍ଟେସନ ଠାରୁ ଆନ୍ଦ୍ରପଦେଶ ଯାତ୍ରା ଆରମ୍ଭ କରିଛନ୍ତି । ୫ଦିନ ଚାଷୀ ମାନେ ସେଠାରେ ନଡିଆ ଫାର୍ମ ଓ ନଡିଆ ଚାଷୀ ମାନଙ୍କ ମଧ୍ୟରେ ଚାଷ ସମ୍ବନ୍ଦୀୟ ଆଦନ ପ୍ରଦାନ କରିବା ସହ ସେଠାରୁ ଜ୍ଞାନ କୈଶଳ ଆହରଣ କରିବେ । ଏଠାକୁ ଆସି ନଡିଆ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିବେ । ଏହି ଚାଷୀ ମାନଙ୍କୁ ନାରିକେଳ ଉନ୍ନୟନ ବୋର୍ଡ ଭାରତ ସରକାରଙ୍କର ସଦସ୍ଯ ଡ ବିଶ୍ବନାଥ ରଥ ପୁରୀ ରେଳଷ୍ଟେସନ ଠାରେ ବିଦାୟ ଦେଇ ସେମାନଙ୍କ ଯାତ୍ରା ସଫଳ କାମନା କରିଥିଲେ । ସମ୍ବାଦଦାତା ଧୀରେନ୍ଦ୍ର ସେନାପତି
30 NADIA CHASI GYANA AAHARANA PAIN ANDRAPRADESH GRASTA
BY - DHIRENDRA SENAPATI
SAKHIGOPAL NEWS