ଗୋପବନ୍ଦୁଙ୍କ ଜନ୍ମ ତିଥୀ ଅକ୍ଟୋବର ୯ରେ ଓଡିଆ ବିଶ୍ବବିଦ୍ଯାଳୟ ଶିଳାନ୍ଯାସ
ସାକ୍ଷୀଗୋପାଳ---- ଓଡିଆ ବିଶ୍ବବିଦ୍ଯାଳୟ ପ୍ରତିଷ୍ଠା ହେବ ସତ୍ୟବାଦୀର ବକୁଳବନରେ । ଆସନ୍ତା ଅକ୍ଟୋବର ୯ ତାରିଖ ଗୋପବନ୍ଧୁଙ୍କ ଜନ୍ମତିଥୀ । ଏହି ପବିତ୍ର ଦିନରେ ମୁଖ୍ଯମନ୍ତୀ ଓଡିଆ ବିଶ୍ବବିଦ୍ଯାଳୟ ଓ ବକୂଳବନ ପାଇଁ ଶିଳାନ୍ଯାସ କରିବେ । ଏଥିପାଇଁ ବକୁଳବନ ଓ ପଞ୍ଚସଖା ସମାଧିପୀଠ ଏବେ ଠାରୁ ସଜେଇ ହୋଉଛି ।
GOPABANDHU NKA RA JANMA TITHI OCTOBER 9 RE ODIA BISWABIDYALAYA SILANYASA - SAKHIGOPAL
BY - DHIRENDRA SENAPATI
SAKHIGOPAL NEWS