ଓଡିଆ ବିଶ୍ବବିଦ୍ୟାଳୟର ଶିଳାନ୍ଯାସ ତାରିଖ ପୁଣି ଘୁଞ୍ଚିଲା
ସାକ୍ଷୀଗୋପାଳ----- ଓଡିଆ ବିଶ୍ବବିଦ୍ଯାଳୟ ସତ୍ଯବାଦୀରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜମି ଚିହ୍ନଟ ସରିଛି । ମୂଖ୍ୟମନ୍ତୀ ଶିଳାନ୍ୟାସ କରିବା ପାଇଁ ପ୍ରଥମେ ୨୩ତାରିଖ ଦିନ ଧାର୍ଯ୍ଯ କରାଯାଇଥିଲା । ଲଘୁଚାପ ଜନିତ ବର୍ଷା ଯୋଗୁ ୨୭ ତାରିକଖୁ ଘୁଞ୍ଚିଥିଲା । ମାତ୍ର ବର୍ଷା ଯୋଗୁଁ ସଭାସ୍ଥଳ ସହ ଓ ବକୁଳବନ ପାଣିରେ ବୁଡିକି ରହିଛି ଯାହା ଫଳରେ କି ଗତ ମାସ ୭/୮ ତାରିଖରେ ଓଡିଆ ବିଶ୍ବବିଦ୍ୟାଳୟର ଶିଳାନ୍ଯାସ କରାଯିବ ବୋଲି ଜଣାପଡିଛି । ସମ୍ବାଦଦାତା------ଧୀରେନ୍ଦ୍ର ସେନାପତି
ODIA BISWABIDYALAYA SILANYASA TARIKHA PUNI GHUNCHILA
BY - DHIRENDRA SENAPATI
SAKHIGOPAL NEWS